ନିଉଁଛି ଯିବା Niuñchhi j̄ibā

  • ଦେ. କ୍ରି. (ସଂ. ନିର୍ମଞ୍ଛନ) — ମୁଗ୍ଧ ହେବା — To be charmed
  • ଦେ. କ୍ରି. (ସଂ. ନିର୍ମଞ୍ଛନ) — କୌଣସି ବ୍ୟକ୍ତିକୁ କଲ୍ୟାଣ କରିବା; ନୁଛି ଯିବା — To pour benedictions on a person
  • ଦେ. କ୍ରି. (ସଂ. ନିର୍ମଞ୍ଛନ) — ଶିଶୁମାନଙ୍କ ଭାବୀ ଅମଙ୍ଗଳ କଥକର ଉପରେ ପ଼ଡୁ ବୋଲି କହି ଆଶୀର୍ବାଦ କରିବା — To wish good luck to a child by invoking blessings on the child and by invoking the child's evil on the speaker's own head