ନିଆଁରଡ଼ Niāñ raṟḍ̠a

  • ଦେ. ବି—(ଗାଳି ବା ବିରକ୍ତିରେ ବ୍ୟବହୃତ) — ଜ୍ୱଳନ୍ତ ଅଗ୍ନିଖଣ୍ଡ ପରି ଉତ୍ତେଜିତ ବ୍ୟକ୍ତି — Any irrascible person
  • ଦେ. ବି—(ଗାଳି ବା ବିରକ୍ତିରେ ବ୍ୟବହୃତ) — ଜ୍ୱଳନ୍ତ ଅଗ୍ନି ଖଣ୍ଡପରି ଅଖାଦ୍ୟ ବସ୍ତୁ — Anything incapable of being eaten
  • ଦେ. ବି—(ଗାଳି ବା ବିରକ୍ତିରେ ବ୍ୟବହୃତ) — [ଦ୍ର—ଗାଳି ଯଥା—ସେ ନିଆଁ ରଡ଼କୁ ମୁଁ କଥା କହେ ନାହିଁ । ବିରକ୍ତି ଯଥା—ମୁଁ ନିଆଁରଡ଼ ଖାଇବି।]