ନିଆରା Niārā

  • ଦେ. ବିଣ (ସଂ. ନିର୍ନିକଟ; ପ୍ରା. ନିନ୍ନିଅର) — ପୃଥକ୍ — Separate
  • ଦେ. ବିଣ (ସଂ. ନିର୍ନିକଟ; ପ୍ରା. ନିନ୍ନିଅର) — ସ୍ୱତନ୍ତ୍ର — Distinct
  • ଦେ. ବିଣ (ସଂ. ନିର୍ନିକଟ; ପ୍ରା. ନିନ୍ନିଅର) — ଭିନ୍ନ ଭିନ୍ନ — Different
  • ଦେ. ବିଣ (ସଂ. ନିର୍ନିକଟ; ପ୍ରା. ନିନ୍ନିଅର) — ପୃଥଗନ୍ନ ଓ ପୃଥଗ୍ବାସ ହେବା (ବ୍ୟକ୍ତି) — Separated in mess and lodging