ନିଆଁରେ ମୁତିବା Niāñre mutibā
- ଦେ. କ୍ରି (ଜାଣି ଶୁଣି ନିଜେ କୌଣସି ଦୋଷ କରି ନ ଥିଲେ ଅଭିମାନପୂର୍ଣ୍ଣ କଥାରେ ବ୍ୟବହୃତ) — କୌଣସି ବିଷୟରେ ଅନ୍ୟ ବ୍ୟକ୍ତି ସହିତ ସମାନ ଅଧିକାର ବା ଅନୁଗ୍ରହ ନ ପାଇବା ଭଳି କିଛି କାର୍ଯ୍ୟ କରିବା — To seem to have done something for which a person does not get the treatment which is meted out to others
- ଦେ. କ୍ରି (ଜାଣି ଶୁଣି ନିଜେ କୌଣସି ଦୋଷ କରି ନ ଥିଲେ ଅଭିମାନପୂର୍ଣ୍ଣ କଥାରେ ବ୍ୟବହୃତ) — (ଯଥା—ତୁମେ ସମସ୍ତେ କିଛି କିଛି ପାଇଲ, ଆମେ ପରା ନିଆଁରେ ମୁତିଥିଲୁ ଆମକୁ କାହିଁକି ମିଳନ୍ତା ?)
- ଦେ. କ୍ରି (ଜାଣି ଶୁଣି ନିଜେ କୌଣସି ଦୋଷ କରି ନ ଥିଲେ ଅଭିମାନପୂର୍ଣ୍ଣ କଥାରେ ବ୍ୟବହୃତ) — [ଦ୍ର—ସାଧାରଣତଃ ନିଆଁ ଉପରେ ପ୍ରସ୍ରାବ କଲେ ଲୋକର ପ୍ରସ୍ରାବ ଇନ୍ଦ୍ରିୟରେ ବ୍ରଣ ହୁଏ ଓ ଲିଙ୍ଗ ଫୁଲିଯାଏ।]