ନିଆଁପାଣି ଅଟକ Niāñ pāṇi aṭaka
- ଦେ. ବି — ଜାତିରୁ ବା ସମାଜରୁ ଏକଘରିକିଆ ହେବା ବ୍ୟକ୍ତିକୁ ପ୍ରତିବେଶୀମାନଙ୍କ ବ୍ୟବହୃତ କୂଅ ବା ପୋଖରୀରୁ ପାଣି ନେବା ଓ ତାକୁ କେହି ରାନ୍ଧିବା ପାଇଁ ନିଆଁ ଦେବା ବନ୍ଦ କରାଯିବା — Stoppage of the use of water of the village well or tank and of the giving of fire for domestic use to an excommunicated person