ନିଆଁ ଲାଗିବା Niāñ lāgibā

  • ଦେ. ବି — ଅଗ୍ନିସାତ୍ ହେବା — Being on fire
  • ଦେ. ବି — ଦଗ୍ଧ ହେବା — Being burnt
  • ଦେ. ବି — ଜଳିବା — Bursting into a blaze; being lighted; catching fire
  • ଦେ. ବି — (ଲକ୍ଷଣାର୍ଥ) ଅଶାନ୍ତି ବା ବିବାଦୀ ଉତ୍ପନ୍ନ ହେବା — (figurative) The creation of dissension, unrest or consternation
  • ଦେ. ବି — (ଲକ୍ଷଣାର୍ଥ) ବିଶେଷ ଉଦ୍ବେଗ ଜାତ ହେବା — (figurative) The state of great anxiety