ନିଆଁ ଲଗା Niāñ lagā

  • ଦେ. ବିଣ — ପୋଡା; ଦଗ୍ଧ — Burnt
  • ଦେ. ବିଣ — (ଗାଳି ବିଶେଷ) ଅଗ୍ନିଦଗ୍ଧ — Consumed by fire
  • ଦେ. ବିଣ — ଦୁର୍ଦ୍ଦଶାଗ୍ରସ୍ତ; ମନ୍ଦ — Cursed; damned
  • ଦେ. ବିଣ — ଏ ନିଆଁଲଗା ଘରେ ରହିବି ନାହିଁ, କି, ତାଟିକୀଳା ମାଡ଼ ସହିବି ନାହିଁ—ଢଗ ।
  • ଦେ. ବିଣ — ଗୃହଦାହକ — Incendiary
  • ଦେ. ବି — ଗୃହାଦିରେ ଅଗ୍ନି ସଂଯୋଗ କରିବା ଅପରାଧ — Arson; incendiarism