ନିଆଁ ଲଗାଇବା Niāñ lagāibā

  • ଦେ. କ୍ରି — କୁଟା କାଠି ଆଦିକୁ ଜଳା— ଇବା — To light a fire; to ignite
  • ଦେ. କ୍ରି — ଗୃହ ଆଦିରେ ଅଗ୍ନି ସଂଯୋଗ କରିବା — To set fire to; to set on fire
  • ଦେ. କ୍ରି — [ଦ୍ର—ବାଣରେ, ତୋପରେ, ବନ୍ଧୁକରେ, ଚୁଲୀରେ ନିଆଁ ଲଗାଇବା ଶବ୍ଦ ବ୍ୟବହୃତ ହୁଏ ।]
  • ଦେ. କ୍ରି — ପୋଡିବା — To burn
  • ଦେ. କ୍ରି — (ଲକ୍ଷଣାର୍ଥ) ଅନ୍ୟ ବ୍ୟକ୍ତିର ପରିବାରରେ ବିବାଦ ବହ୍ନି ଉପୁଜାଇବା — (figurative) To cause unrest in another's family
  • ଦେ. କ୍ରି — (ଲକ୍ଷଣାର୍ଥ) ଘୋର ଉପଦ୍ରବ ବା ଜଞ୍ଜାଳର ସୃଷ୍ଟି କରିବା — To cause confusion and ado
  • ଦେ. କ୍ରି — (ଲକ୍ଷଣାର୍ଥ) ସର୍ବନାଶ ଘଟାଇବା — (figurative) To cause ruin