ନିଆଁ ନଥାଇ ଧୂଆଁ Niāñ nathāi dhūāñ
- ଦେ (ନ୍ୟାୟ) — କାରଣ ନ ଥାଇ କାର୍ଯ୍ୟ ଘଟିବା ରୂପ ଅସମ୍ଭବ ବ୍ୟାପାର — An improbable thing; like smoke coming out from a place having no fire
- ଦେ (ନ୍ୟାୟ) — ପୂର୍ବରୁ କୌଣସି ସୂଚନା ନ ଥାଇ ହଠାତ୍ ଘଟିବା ଘଟନା — The happening of an event without any previous indication