ନିଆଁ ଦେବା Niāñ debā

  • ଦେ. କ୍ରି — ନିଆଁ ଲଗାଇବା (ଦେଖ) — Niāñ lagāibā (See)
  • ଦେ. କ୍ରି — ମୃତବ୍ୟକ୍ତିର ଶବରେ ଅଗ୍ନି ସଂଯୋଗ କରିବା; ମୁଖାଗ୍ନି ଦେବା — To set fire to the dead body on the funeral pyre