ନିଆଁ ଜଳିବା Niāñ jaḻibā

  • ଦେ. ବି (ସଂ. ଅଗ୍ନି+ଜ୍ୱଳନ) — ଶିଖାସହ ଅଗ୍ନି ଉଠିବା — Bursting into a blaze or flame; the burning of a fire
  • ଦେ. ବି (ସଂ. ଅଗ୍ନି+ଜ୍ୱଳନ) — (ଲକ୍ଷଣାର୍ଥ) ଅତ୍ୟନ୍ତ କ୍ରୋଧ ବା ଅସନ୍ତୋଷ ଉତ୍ପନ୍ନ ହେବା — (figurative) The state of wrath or discontent