ନିଆଁ ଜଳାଇବା Niāñ jaḻāibā

  • ଦେ. କ୍ରି — କାଠ, କୁଟା, କୋଇଲାଆଦି ଜଳାଇ ଅଗ୍ନି ପ୍ରସ୍ତୁତ କରିବା — To set ablaze; to get up a blazing fire