ନିଆଁ ଜମାଇବା Niāñ jamāibā
- ଦେ. କ୍ରି. — କାନ୍ଥ ଆଦିକୁ ଶକ୍ତ କରିବା ପାଇଁ ମୂଳଭିତ୍ତିକୁ ଦୃଢ଼ରୂପେ ସ୍ଥାପନ କରିବା — To lay a firm foundation
- ଦେ. କ୍ରି. — (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ ଆରମ୍ଭ ହେବା ଅବସ୍ଥାରେ ତାକୁ ଦୃଢ଼ରୂପେ କରିବା — (figurative) To begin a work on a firm footing