ନିଆଁ ଖାଇ ଅଙ୍ଗାର ହଗିବା Niāñ khāi aṅgāra hagibā

  • ଦେ. କ୍ରି. (ନ୍ୟାୟ) — ଯେଉଁ ପରି କାମ କରିବ ସେହିପରି ଫଳ ପାଇବା — To reap the fruit of one's actions 'As you sow so you reap'
  • ଦେ. କ୍ରି. (ନ୍ୟାୟ) — ସାହସିକ ବ୍ୟକ୍ତିସୁଲଭ ବା ଅସାଧାରଣ କର୍ମ କରି ଯଶସ୍ୱୀ ହେବା ବା ତହିଁରୁ ନିରାପଦରେ ଉତୁରି ଯିବା — To do an uncommon or hazardous act and to come out of it successful or safe