ନିଆଁ କାଠି Niāñ kāṭhi

  • ଦେ. ବି — ଦିଆସିଲି କାଠି — Match-stick
  • ପ୍ରାଦେ. (ଗଞ୍ଜାମ ଓ ଗଡ଼ଜାତ) ଯେଉଁ କାଠିର ମୁନକୁ ଆଉ ଖଣ୍ଡିଏ କାଠରେ ଥିବା ଗାତରେ ମନ୍ଥିଲା ପରି ଘଷିଲେ ନିଆଁ ବାହାରେ; ଅରଣି — A pointed stick which, when turned over another bit of flat wood, produces fire by friction; firestick