ନିଆଁ ଉଠିବା Niāñ uṭhibā

  • ଦେ. ବି — ଅଗ୍ନିର ଶିଖା ଉଚ୍ଚକୁ ଉଠିବା; ଶିଖା ଉପରକୁ ଉଠିବା — Blazing of fire
  • ଦେ. ବି — କ୍ରୋଧାଗ୍ନି ପ୍ରଜ୍ଜଳିତ ହେବା — Becoming fiery with anger
  • ଦେ. ବି — କ୍ଷୁଧାଗ୍ନି ପ୍ରଜ୍ଜଳିତ ହେବା — Feeling of extreme hunger
  • ଦେ. ବି — ଅଭିଶାପାଗ୍ନି ଉଠିବା; ମୁଖରୁ ଅଭିଶାପ ଉଚ୍ଚାରିତ ହେବା — Imprecation uttered by the mouth