ନିଆଁ ଅଟା Niāñ aṭā
- ଦେ. ବି (ସଂ. ଅଗ୍ନିକୁକ୍କୁଟ) — ଧୂଆଁ ଦେବା ନିମନ୍ତେ କିମ୍ବା କିଛିକାଳ ନିଆଁକୁ ରଖିବା ନିମନ୍ତେ କୁଟାଆଦି ଦାହ୍ୟ ପଦାର୍ଥଦ୍ୱାରା ବଳା ଯାଇଥିବା ଲମ୍ବ ବେଣୀ; ବଡ଼ିଆ — A plait of straw in which fire is maintained for lighting cigars or for preserving fire for some time