ନିଆ ପୁଆ, ନିଆ ପୁଆଁ Niāñpuā(āñ)

  • ଦେ. ବି. (ସଂ. ପ୍ରାପଣ) — ଅଗ୍ନି ନିକଟରେ ବସି ଅଗ୍ନିର ଉତ୍ତାପ ଗ୍ରହଣ — Warming one's self before a fire
  • ଦେ. ବି. (ସଂ. ପ୍ରାପଣ) — ପାଣି ବୁଡ଼ା କଉଡ଼ି ନିଆଁ ପୁଆଁରେ ଯାଏ—ଢଗ।