ନିଃସ୍ୱତ୍ୱ Niḥswatwa

  • ସଂ. ବି. (ନିଃସ୍ୱ+ଭାବ. ତ୍ୱ) — ଦାରିଦ୍ର — Poverty; indigence
  • ବିଣ. (ବହୁବ୍ରୀହି) — ସମ୍ପତ୍ତିରେ ଅଧିକାର ବା ସ୍ୱାମିତ୍ୱ ରହିତ — Having no title or interest in any property
  • ବିଣ. (ବହୁବ୍ରୀହି) — ବେ—ଇଲାକାଦାର୍; ସମ୍ପର୍କରହିତ — Unconnected; devoid of all connections