ନିଃସ୍ୟନ୍ଦ Niḥsyanda
- ସଂ. ବିଣ. (ନିର୍+ସ୍ୟନ୍ଦ୍ ଧାତୁ= କ୍ଷରିତ ହେବା+କର୍ତ୍ତୃ. ଅ) — ନିର୍ଗତ — Issuing forth
- ସଂ. ବିଣ. (ନିର୍+ସ୍ୟନ୍ଦ୍ ଧାତୁ= କ୍ଷରିତ ହେବା+କର୍ତ୍ତୃ. ଅ) — କ୍ଷରିତ; ଟୋପା ଟୋପା ହୋଇ ବୋହୁଥିବା — Dropping; distilled
- ସଂ. ବି — ନିଃସ୍ୟନ୍ଦନ (ଦେଖ) — Niḥsyandana (See)