ନିଃସ୍ରବଣ Niḥsrabaṇa

  • ସଂ. ବି. (ନିଃ+ସ୍ରୁ ଧାତୁ+ଭାବ. ଅନ) — ବ୍ୟୟ; ଖରଚ — Expense; expenditure
  • ସଂ. ବି. (ନିଃ+ସ୍ରୁ ଧାତୁ+ଭାବ. ଅନ) — କ୍ଷରଣ; ଦ୍ରବ ବସ୍ତୁର ପତନ; ବୋହିପଡ଼ିବା — Distillation; dropping; falling by drops; pouring forth of liquid; a discharge of liquid matter
  • ସଂ. ବି. (ନିଃ+ସ୍ରୁ ଧାତୁ+ଭାବ. ଅନ) — ଦ୍ରବବସ୍ତୁ — Liquid; lava
  • ସଂ. ବି. (ନିଃ+ସ୍ରୁ ଧାତୁ+ଭାବ. ଅନ) — ପରିସ୍ରା; ପ୍ରସ୍ରାବ — Discharge of urine
  • ସଂ. ବି. (ନିଃ+ସ୍ରୁ ଧାତୁ+ଭାବ. ଅନ) — ପେଜ; ଭାତମଣ୍ଡ — Rice gruel; water pressed from boiled rice; starchy liquid extracted from boiled rice
  • ସଂ. ବି. (ନିଃ+ସ୍ରୁ ଧାତୁ+ଭାବ. ଅନ) — ଯାହା ବଳିପଡ଼େ — Remainder; surplus