ନିଃସ୍ନେହ Niḥsneha

  • ସଂ. ବିଣ. (ବହୁବ୍ରୀହି; ନିର୍+ସ୍ନେହ) — ସ୍ନେହଶୂନ୍ୟ — Love-less; devoid of affection
  • ସଂ. ବିଣ. (ବହୁବ୍ରୀହି; ନିର୍+ସ୍ନେହ) — ମମତାଶୂନ୍ୟ — Unfeeling; indifferent
  • ସଂ. ବିଣ. (ବହୁବ୍ରୀହି; ନିର୍+ସ୍ନେହ) — ତୈଳରହିତ; ଯାହା ତେଲିଆ ବା ଚିକଣା ନୁହେଁ — Not unctuous or greasy
  • ସଂ. ବିଣ. (ବହୁବ୍ରୀହି; ନିର୍+ସ୍ନେହ) — ଶୁଖିଲା; ଯାହା ଓଦା ନୁହେ — Not wet; dry