ନିଃସୃତ Niḥsṛuta

  • ସଂ. ବିଣ—(ନିର୍+ସୃ ଧାତୁ= ଗତି କରିବା+କର୍ତ୍ତୃ. ତ) — ବହିର୍ଗତ — Gone out
  • ସଂ. ବିଣ—(ନିର୍+ସୃ ଧାତୁ= ଗତି କରିବା+କର୍ତ୍ତୃ. ତ) — ନିର୍ଗତ — Issued out
  • ସଂ. ବିଣ—(ନିର୍+ସୃ ଧାତୁ= ଗତି କରିବା+କର୍ତ୍ତୃ. ତ) — ବୋହିଯିବା — Tricked out; flown out