ନିଃସୁବର୍ଣ୍ଣକ Niḥsubarṇṇaka

  • ସଂ. ବିଣ. (ନିର୍+ସୁବର୍ଣ୍ଣ; କ ଆଗମ) — ଯାହାଠାରୁ ସ୍ୱର୍ଣ୍ଣ କାଢ଼ିନିଆ ଯାଇ ଅଛି — Deprived of gold. (M.W.)
  • ସଂ. ବିଣ. (ନିର୍+ସୁବର୍ଣ୍ଣ; କ ଆଗମ) — ଯହିଁରେ ବା ଯାହାଠାରେ ସୁନା ନାହିଁ; ସ୍ୱର୍ଣ୍ଣହୀନ — Goldless