ନିଃସାହୀ Niḥsāhī

  • ଦେ. ବିଣ. (ସଂ. ନିଃସହାୟ) — ନିରାଶ୍ରୟ; ସହାୟଶୂନ୍ୟ — Helpless
  • ଦେ. ବିଣ. (ସଂ. ନିଃସହାୟ) — ପୁଣି ବୋଲନ୍ତି ଲକ୍ଷଣ, ଧର୍ମ କରନ୍ତି ପ୍ରମାଣ ନିଃସାହୀ ନିର୍ବଳଲୋକମାନେ—ବିଶ୍ୱନାଥ, ବିଚିତ୍ରରାମାୟଣ।