ନିଃସାର Niḥsāra
- ସଂ. ବିଣ (ବହୁବ୍ରୀହି; ନିର୍+ସାର୍) — ରସହୀନ — Sapless
- ସଂ. ବିଣ (ବହୁବ୍ରୀହି; ନିର୍+ସାର୍) — ସାରହୀନ; ଅସାର — Unsubstantial
- ସଂ. ବିଣ (ବହୁବ୍ରୀହି; ନିର୍+ସାର୍) — ନିସ୍ତେଜ — Spiritless
- ସଂ. ବିଣ (ବହୁବ୍ରୀହି; ନିର୍+ସାର୍) — ମଞ୍ଜହୀନ — Pithless
- ସଂ. ବିଣ (ବହୁବ୍ରୀହି; ନିର୍+ସାର୍) — ତୁଚ୍ଛ — Worthless
- ବି — (ନିର+ସୃ ଧାତୁ=ଗତି କରିବା+କରଣ. ଅ) ନିର୍ଗମ ପଥ — Door; exit; outlet
- ବି — ସଙ୍ଗୀତର କାଳ — A kind of time in music
- ବି — ବାହାରିଯିବା; ବହିର୍ଗମନ — Going forth; going out (Apte)