ନିଃସାରିତ Niḥsārita
- ସଂ. ବିଣ. (ନିର୍+ସୃ ଧାତୁ ଣିଚ୍+କର୍ମ. ତ) — ବହିଷ୍କୃତ — Expelled; driven out
- ସଂ. ବିଣ. (ନିର୍+ସୃ ଧାତୁ ଣିଚ୍+କର୍ମ. ତ) — ବରଖାସ୍ତ କରାଯାଇଥିବା — Dismissed
- ସଂ. ବିଣ. (ନିର୍+ସୃ ଧାତୁ ଣିଚ୍+କର୍ମ. ତ) — ନିଗଡ଼ା ହେଇଥିବା — Emptied; pressed out
- ସଂ. ବିଣ. (ନିର୍+ସୃ ଧାତୁ ଣିଚ୍+କର୍ମ. ତ) — ନିଷ୍କାସିତ — Cast out
- ସଂ. ବିଣ. (ନିର୍+ସୃ ଧାତୁ ଣିଚ୍+କର୍ମ. ତ) — ନିର୍ବାସିତ — Exiled