ନିଃସାରଣ Niḥsāraṇa
- ସଂ. ବି. (ନିଃ+ସୃ ଧାତୁ ଣିଚ+ଭାବ. ଅନ) — ନିର୍ବାସନ — Exiling
- ସଂ. ବି. (ନିଃ+ସୃ ଧାତୁ ଣିଚ+ଭାବ. ଅନ) — ବହିଷ୍କରଣ — Expelling; driving out
- ସଂ. ବି. (ନିଃ+ସୃ ଧାତୁ ଣିଚ+ଭାବ. ଅନ) — କାର୍ଯ୍ୟରୁ ବରଖାସ୍ତ କରିବା — Dismissal
- ସଂ. ବି. (ନିଃ+ସୃ ଧାତୁ ଣିଚ+ଭାବ. ଅନ) — ଗୃହର ପ୍ରବେଶ ଦ୍ୱାର — Entrance; door
- ସଂ. ବି. (ନିଃ+ସୃ ଧାତୁ ଣିଚ+ଭାବ. ଅନ) — ନିର୍ଗମନ ପଥ — Exit; outlet
- ସଂ. ବି. (ନିଃ+ସୃ ଧାତୁ ଣିଚ+ଭାବ. ଅନ) — ନିଷ୍କାସନ; ନିଗାଡ଼ିବା — Emptying; pressing out