ନିଃସରଣ Niḥsaraṇa
- ସଂ. ବି (ନିର୍=ବାହାରକୁ+ସୃ ଧାତୁ=ଯିବା+ଅନ) — ବହିର୍ଗମନ — Going forth; escaping
- ସଂ. ବି (ନିର୍=ବାହାରକୁ+ସୃ ଧାତୁ=ଯିବା+ଅନ) — ବହିର୍ଗମନପଥ — Outlet; gate; exit
- ସଂ. ବି (ନିର୍=ବାହାରକୁ+ସୃ ଧାତୁ=ଯିବା+ଅନ) — ନିର୍ଗମନ; ନିର୍ଗତ ହେବା — Coming out; exit; issuing out
- ସଂ. ବି (ନିର୍=ବାହାରକୁ+ସୃ ଧାତୁ=ଯିବା+ଅନ) — ନିଗିଡ଼ିବା — The state of being pressed out trickling; oozing
- ସଂ. ବି (ନିର୍=ବାହାରକୁ+ସୃ ଧାତୁ=ଯିବା+ଅନ) — ଗୃହର ଦ୍ୱାର; ଦୁଆରମୁଁହ; ଯେଉଁ ବାଟେ ଘରୁ ପଦାକୁ ବାହାରନ୍ତି — Exit of a house; entrance; door
- ସଂ. ବି (ନିର୍=ବାହାରକୁ+ସୃ ଧାତୁ=ଯିବା+ଅନ) — ନିର୍ବାଣ — Extinction; annihilation
- ସଂ. ବି (ନିର୍=ବାହାରକୁ+ସୃ ଧାତୁ=ଯିବା+ଅନ) — ମୋକ୍ଷ; ମୁକ୍ତି — Final liberation; salvation; beatitude
- ସଂ. ବି (ନିର୍=ବାହାରକୁ+ସୃ ଧାତୁ=ଯିବା+ଅନ) — ମୃତ୍ୟୁ; ମରଣ — Death; demise; expiring; decease; dying,
- ସଂ. ବି (ନିର୍=ବାହାରକୁ+ସୃ ଧାତୁ=ଯିବା+ଅନ) — ପ୍ରତିକାର — Remedy
- ସଂ. ବି (ନିର୍=ବାହାରକୁ+ସୃ ଧାତୁ=ଯିବା+ଅନ) — ଉପାୟ — Means; expedient
- ସଂ. ବି (ନିର୍=ବାହାରକୁ+ସୃ ଧାତୁ=ଯିବା+ଅନ) — [ଦ୍ର—ଏହି ଶବ୍ଦ ଅନ୍ୟ ଶବ୍ଦମାନଙ୍କ ପରେ ସମାସରେ ମଧ୍ୟ ବ୍ୟବହୃତ ହୁଏ। ଯଥା—ବାୟୂନିଃସରଣ; ପ୍ରାଣବାୟୁନିଃସରଣ ଇତ୍ୟାଦି।]