ନିଃସମ୍ପାତ Niḥsampāta
- ସଂ. ବିଣ (ନିଚ୍+ସମ୍ପାତ=ଗମନାଗମନ) — ଅବରୁଦ୍ଧ — Blocked up
- ସଂ. ବିଣ (ନିଚ୍+ସମ୍ପାତ=ଗମନାଗମନ) — ଗମନାଗମନ ଶୂନ୍ୟ; ଅଗନାଗ୍ନି — Affording no passage
- ବି — (ବହୁବ୍ରୀହି; ଯେଉଁ ସମୟରେ ଗମନାଗମନ ହୁଏ ନାହିଁ)—ନିଶୀଥ; ଅଧିରାତି; ନିଶାରାତି; ଅର୍ଦ୍ଧରାତ୍ର — Midnight; dead of night
- ବି — ଘୋର ଅନ୍ଧକାର — Thick darkness (M.W.)