ନିଃସନ୍ଧି Niḥsandhi
- ସଂ. ବିଣ. (ବହୁବ୍ରୀହି; ନିର୍+ସନ୍ଧି) — ଯାହାର ସନ୍ଧି ବା ଗଣ୍ଠି ନ ଥାଏ; ଯାହାର ଯୋଡ଼ ନାହିଁ — Jointless; seamless
- ସଂ. ବିଣ. (ବହୁବ୍ରୀହି; ନିର୍+ସନ୍ଧି) — ଅଭେଦ୍ୟ; ଅବିଚ୍ଛେଦ୍ୟ — Inseparable; impervious
- ସଂ. ବିଣ. (ବହୁବ୍ରୀହି; ନିର୍+ସନ୍ଧି) — ଦୃଢ଼ — Firm; closely knit; compact
- ସଂ. ବିଣ. (ବହୁବ୍ରୀହି; ନିର୍+ସନ୍ଧି) — ଘନ — Dense