ନିଃଶ୍ରୟଣୀ Niḥṡrayaṇī
- ସଂ. ବି. (ନିର୍=ନିଶ୍ନୟ+ଶ୍ରି ଧାତୁ=ଗମନ କରିବା+ କରଣେ ଅନ+ସ୍ତ୍ରୀ ଈ) — ଅଧିରୋହିଣୀ; ସିଢ଼ୀ; ନିଶୁଣୀ — Flight of steps; stair; ladder
- ସଂ. ବି. (ନିର୍=ନିଶ୍ନୟ+ଶ୍ରି ଧାତୁ=ଗମନ କରିବା+ କରଣେ ଅନ+ସ୍ତ୍ରୀ ଈ) — ଖଜୁରି ଗଛ — Date palm tree
- ସଂ. ବି. (ନିର୍=ନିଶ୍ନୟ+ଶ୍ରି ଧାତୁ=ଗମନ କରିବା+ କରଣେ ଅନ+ସ୍ତ୍ରୀ ଈ) — ଏକପ୍ରକାର ଘାସ — A kind of grass (M.W.)