ନିଃଶ୍ରୀ Niḥṡrī
- ସଂ. ବିଣ. ପୁଂ ଓ ସ୍ତ୍ରୀ. (ବହୁବ୍ରୀହି; ନିର୍+ଶ୍ରୀ) — ଶ୍ରୀହୀନ — Ugly
- ସଂ. ବିଣ. ପୁଂ ଓ ସ୍ତ୍ରୀ. (ବହୁବ୍ରୀହି; ନିର୍+ଶ୍ରୀ) — ଯାହାକୁ ଶ୍ରୀହୀନ କରାଯାଇ ଅଛି — Deprived of glory or lustre (M.W.)
- ସଂ. ବିଣ. ପୁଂ ଓ ସ୍ତ୍ରୀ. (ବହୁବ୍ରୀହି; ନିର୍+ଶ୍ରୀ) — ଅସୁଖୀ; ଦୁଃଖୀ — Unhappy (Apte)
- ସଂ. ବିଣ. ପୁଂ ଓ ସ୍ତ୍ରୀ. (ବହୁବ୍ରୀହି; ନିର୍+ଶ୍ରୀ) — ହତଭାଗ୍ୟ — Unfortunate (M.W.)
- ସଂ. ବିଣ. ପୁଂ ଓ ସ୍ତ୍ରୀ. (ବହୁବ୍ରୀହି; ନିର୍+ଶ୍ରୀ) — ଗୌରବହୀନ — Inglorious (M.W.)