ନିଃଶ୍ରମେ Niḥṡrame

  • ଦେ. କ୍ରି. ବିଣ. (ସଂ. ନିଃଶ୍ରମ) — ଅକ୍ଳେଶରେ — Easily
  • ଦେ. କ୍ରି. ବିଣ. (ସଂ. ନିଃଶ୍ରମ) — ଭଲ ଭାବିବାରୁ ତୁମ୍ଭେତ ଅର୍ଜୁନର ମାଇଲେ ସେ ନିଃଶ୍ରମେ ଜୟଦ୍ରଥ ବୀର। କୃଷ୍ଣସିଂହ. ମହାଭାରତ ଦ୍ରୋଣ।