ନିଃଶୋଧ୍ୟ Niḥṡodhya
- ସଂ. ବିଣ. (ନିର୍=ସମ୍ପୂର୍ଣ୍ଣରୂପେ+ଶୋଧ୍ୟ=ନିର୍ମଳ) — ଧୁଆ ଯାଇଥିବା — Washed
- ସଂ. ବିଣ. (ନିର୍=ସମ୍ପୂର୍ଣ୍ଣରୂପେ+ଶୋଧ୍ୟ=ନିର୍ମଳ) — ନିର୍ମଳ — Pure; clean
- ସଂ. ବିଣ. (ନିର୍=ସମ୍ପୂର୍ଣ୍ଣରୂପେ+ଶୋଧ୍ୟ=ନିର୍ମଳ) — ମାର୍ଜିତ — Refined; cleansed; purified
- ସଂ. ବିଣ. (ନିର୍=ସମ୍ପୂର୍ଣ୍ଣରୂପେ+ଶୋଧ୍ୟ=ନିର୍ମଳ) — (ନିର୍=ନଞର୍ଥକ+ଶୋଧ୍ୟ)—ଯାହା ଶୋଧିତ ହେବାର ଆବଶ୍ୟକ ନାହିଁ — Not to be cleansed or purified