ନିଃଶେଷ Niḥṡesha
- ସଂ. ବିଣ (ବହୁବ୍ରୀହି; ନିର୍+ଶେଷ) — ଶେଷରହିତ; ଯହିଁର କୌଣସି ଅଂଶ ବାକି ରହି ଯାଇନାହିଁ — Without remainder
- ସଂ. ବିଣ (ବହୁବ୍ରୀହି; ନିର୍+ଶେଷ) — ସମସ୍ତ — Entire; whole
- ସଂ. ବିଣ (ବହୁବ୍ରୀହି; ନିର୍+ଶେଷ) — ସମ୍ପୂର୍ଣ୍ଣ — Complete
- ସଂ. ବିଣ (ବହୁବ୍ରୀହି; ନିର୍+ଶେଷ) — ସମ୍ପୂର୍ଣ୍ଣରୂପେ ବିନଷ୍ଟ — Completely destroyed
- ସଂ. ବିଣ (ବହୁବ୍ରୀହି; ନିର୍+ଶେଷ) — ନୋହିଲେ ତୁ ପରିତ୍ରାଣ, ନିର୍ଦ୍ଦୟ ନତନୁବାଣ ନିଃଶେଷ କଲାଟି ଦେହଲାହା। କବିସୂର୍ଯ୍ୟ କିଶୋରୀଚମ୍ପୂ ଗୀତ।
- ସଂ. ବିଣ (ବହୁବ୍ରୀହି; ନିର୍+ଶେଷ) — ସମାପ୍ତ — Finished
- ସଂ. ବିଣ (ବହୁବ୍ରୀହି; ନିର୍+ଶେଷ) — ସମ୍ପୂର୍ଣ୍ଣରୂପେ ବ୍ୟୟିତ — Exhausted
- ଦେ. ବି (ସଂ. ନିଃଶେଷତା) — ସମାପ୍ତି — Completion
- ଦେ. ବି (ସଂ. ନିଃଶେଷତା) — ସବର୍ନାଶ — Complete destruction; ruin
- ଦେ. ବି (ସଂ. ନିଃଶେଷତା) — ସରିଯିବା ଅବସ୍ଥା — Exhaustion
- ସଂ. କ୍ରି. ବିଣ (ନିଃଶେଷଂ) — ସମ୍ପୂର୍ଣ୍ଣରୂପେ — Completely; totally
- ସଂ. କ୍ରି. ବିଣ (ନିଃଶେଷଂ) — କିଛ ବାକି ନ ରଖି — Without leaving any remainder