ନିଃଶଙ୍କ Niḥṡaṅka
- ସଂ. ବିଣ. ପୁଂ—(ବହୁବ୍ରୀହି; ନିର୍+ଶଙ୍କା) — ନିର୍ଭୟ — Fearless; doubtless
- ସଂ. ବିଣ. ପୁଂ—(ବହୁବ୍ରୀହି; ନିର୍+ଶଙ୍କା) — ବେଧଡ଼କ; ନିଶ୍ଚିନ୍ତ — 3. Free from anxiety; careless
- ସଂ. ବିଣ. ପୁଂ—(ବହୁବ୍ରୀହି; ନିର୍+ଶଙ୍କା) — ଆଶଙ୍କାରହିତ — Free from apprehension
- ସଂ. ବିଣ. ପୁଂ—(ବହୁବ୍ରୀହି; ନିର୍+ଶଙ୍କା) — ନିରାପଦ — Safe
- ସଂ. ବିଣ. ପୁଂ—(ବହୁବ୍ରୀହି; ନିର୍+ଶଙ୍କା) — ଦ୍ୱିଧାହୀନ — Free from hesitation; unhesitating
- ସଂ. ବି. (ସଙ୍ଗୀତ) — ଏକପ୍ରକାର ନୃତ୍ୟ ବା ତାଳ — (music) A kind of music or dance (M.W.)
- ସଂ. କ୍ରି. ବିଣ (ସଂ. ନିଃଶଙ୍କମ୍) — ନିର୍ଭୟରୂପେ; ଆଶଙ୍କାରହିତ ହୋଇ; ନିଶ୍ଚିନ୍ତ ଭାବରେ — Fearlessly; unhesi- tingly; securely