ନିଃଶଙ୍କାରେ Niḥṡaṅkare

  • ଦେ. କ୍ରି. ବିଂ. (ରେ ଯୋଗେ) — ଭୟଶୂନ୍ୟ ହୋଇ — Fearlessly
  • ଦେ. କ୍ରି. ବିଂ. (ରେ ଯୋଗେ) — ଶଙ୍କର କରି ପୂଜା କଲେ ନିଃଶଙ୍କାରେ। କୃଷ୍ଣସିଂହ. ମହାଭାରତ. ବନ।
  • ସଂ. ବି. — ଭୟଶୂନ୍ୟତା — Fearlessness
  • ସଂ. ବି. — ଦ୍ୱିଧା ଶୂନ୍ୟତା — Absence of hesitancy