ନିଃକ୍ଷତ୍ରିୟ Niḥkshatriya
- ସଂ. ବିଣ.—(ନିର୍=ନାହିଁ+କ୍ଷତ୍ରିୟ=ବୀର; ଯହିଁରେ) କ୍ଷତ୍ରିୟ ଶୂନ୍ୟ; ବୀରଶୂନ୍ୟ (ପୃଥିବୀ) — Devoid of all warriors; shorn of all Kshatriyas; (the earth) with all its warriors extirpated
- ସଂ. ବିଣ.—(ନିର୍=ନାହିଁ+କ୍ଷତ୍ରିୟ=ବୀର; ଯହିଁରେ) (ଯଥା—ପରଶୁରାମ ଭାରତବର୍ଷକୁ 7 ବାର ନିଃକ୍ଷତ୍ରିୟ କରିଥିଲେ।) — (ଯଥା—ପରଶୁରାମ ଭାରତବର୍ଷକୁ7ବାର ନିଃକ୍ଷତ୍ରିୟ କରିଥିଲେ)