ନିଁଅ ପୋତିବା Niañ potibā

  • ଦେ. କ୍ରି — ଖୋଳା ଯାଇଥିବା ମୂଳଦୂଆକୁ ଇଟା ପଥର ବା ମାଟିଦ୍ୱାରା ପୂର୍ଣ୍ଣ କରି ଭୂମି ସହିତ ସମତୁଲ କରିବା — To fill up a foundation with earth, brick or stones