ନି ପତିଆରା Ni patiārā
- ଦେ. ବି (ସଂ. ନିର୍+ପ୍ରତ୍ୟୟ) — ଅବିଶ୍ୱାସ; ବିଶ୍ୱାସର ଅଭାବ; ଅପତିଆରା — Want of confidence, credit or trust
- ବିଣ — ଅଣବିଶ୍ୱାସୀ — Faithless
- ବିଣ — ବିଶ୍ୱାସର ଅଯୋଗ୍ୟ — Not deser- ving to be trusted
- ବିଣ — ନିରାଶ୍ରୟ — Helpless
- ବିଣ — ଯାହାଠାରୁ ପତିଆରା ବା ଆସ୍ଥା ଉଠି ଯାଇଅଛି — Having no credit