ନି ଅପରାଧୀ Ni aparādhī

  • ଗ୍ରା. ବିଣ. — ନିରପରାଧ (ଦେଖ) — Niraparādha (See)
  • ଗ୍ରା. ବିଣ. — ନିଅପରାଧୀ ମୁଁ ତାହାର, ଦୁର୍ବାକ୍ୟେ କଲା ତିରସ୍କାର। ଜଗନ୍ନାଥ, ଭାଗବତ।