ନାଡ଼ୀଦେହ Nāṟḍ̠īdeha

  • ସଂ. ବି. (ବହୁବ୍ରୀହି; ନାଡ଼ୀ=ନାଡ଼ୀପରି ସରୁ+ଦେହ) — ମହାଦେବଙ୍କ ଅନୁଚର; ଭୃଙ୍ଗୀ — One of the orderlies of Mahādeba
  • ସଂ. ବିଣ. ପୁଂ. (ବହୁବ୍ରୀହି) — ଯାହାର ଶରୀର ଅତ୍ୟନ୍ତ ପତଳା — Slender-boiled