ନାଡ଼ୀ ଚକ୍ର Nāṟḍ̠ī chakra

  • ସଂ. ବି. ( 6 ଷ୍ଠୀ ତତ୍; ନାଡ଼ୀ+ଚକ୍ର) — ନାଭିସ୍ଥ ନାଡ଼ି ମୂଳ — The roots of all the arteries at the navel
  • ସଂ. ବି. ( 6 ଷ୍ଠୀ ତତ୍; ନାଡ଼ୀ+ଚକ୍ର) — ହଠଯୋଗ ଶାସ୍ତ୍ର ଲିଖିତ ଇଡ଼ା, ପିଙ୍ଗଳା, ସୁଷୁମ୍ନା, ପରମା, ଗାନ୍ଧାରୀ, ହସ୍ତିଜିହ୍ୱା, ପୂଷା, ସୁଯଶା, ଅଳମ୍ବୁଷା, କୁହୁ, ଶଙ୍ଖିନୀ, ଲୋଳଜିହ୍ୱା (ଜିହ୍ୱା), ବିଜୟା, କାମଦା, ଅମୃତା, ବହୁଳା, ଶରୀରସ୍ଥ ଏହି 16 ଟି ନାଡ଼ି — ହଠଯୋଗ ଶାସ୍ତ୍ର ଲିଖିତ ଇଡ଼ା, ପିଙ୍ଗଳା, ସୁଷୁମ୍ନା, ପରମା, ଗାନ୍ଧାରୀ, ହସ୍ତିଜିହ୍ୱା, ପୂଷା, ସୁଯଶା, ଅଳମ୍ବୁଷା, କୁହୁ, ଶଙ୍ଖିନୀ, ଲୋଳଜିହ୍ୱା (ଜିହ୍ୱା), ବିଜୟା, କାମଦା, ଅମୃତା, ବହୁଳା, ଶରୀରସ୍ଥ ଏହି16ଟି ନାଡ଼ି— . The sixteen arteries inside the human body according to Haṭhaj̄oga treatises