ନାଡ଼ିଯନ୍ତ୍ର Nāṟḍ̠ij̄antra

  • ସଂ. ବି. — ନଳଯୁକ୍ତ ଯନ୍ତ୍ର — Any tubular instrument (Apte)
  • ସଂ. ବି. — ସୁଶ୍ରୁତରେ ଶସ୍ତ୍ର ଚିକିତ୍ସାର ଯନ୍ତ୍ରବିଶେଷ, ଯଦ୍ଦ୍ୱାରା ନାଡ଼ି ମଧ୍ୟରେ ପଶି ଯାଇଥିବା ବସ୍ତୁକୁ ବାହାର କରା ଯାଉଥିଲା (ହି. ଶ.) — A kind of surgical instrument mentioned in the Suṡruta by which any foreign thing introduced inside the veins was extracted