ନାଡ଼ିଭୁଡ଼ି Nāṟḍ̠ibhuṟḍ̠i

  • ଦେ. ବି (ବଙ୍ଗଳାରୁ ଅନୁକୃତ) — ଅନ୍ତବୁଜୁଳା — Intestines; entrails
  • ପ୍ରାଦେ (ବାଲେଶ୍ୱର ଓ ସିଂହଭୂମ) — ପୋଇଖାଡ଼ି; ପୋଇଖଡ଼ା — The stem of the Basella creeper
  • ପ୍ରାଦେ (ବାଲେଶ୍ୱର ଓ ସିଂହଭୂମ) — ସଜନାଆଦିର ଛୁଇଁ — The pod or legume of the Moringa tree