ନାଡ଼ିନ୍ଧମ Nāṟḍ̠indhama

  • ସଂ. ବି (ନାଡିଂ=ବାଉଁଶନଳୀକୁ+ଧମ୍ ଧାତୁ ଶବ୍ଦ କରିବା ଫୁଙ୍କିବା+କର୍ତ୍ତୃ. ଅ—ଯେ ନଳୀରେ ନିଆଁ ଫୁଙ୍କେ) — ସୁନାରି ବଣିଆ — Goldsmith
  • ବିଣ — (ଯାହା ଦେଖିଲେ ବା ଶୁଣିଲେ ଲୋକର ଶରୀରସ୍ଥ ନାଡ଼ିମାନ ଦୋହଲିଯାଏ) ଭୟାନକ; ଭୀତିଜନକ — Terrifying
  • ବିଣ — ଶ୍ୱାସକୁ ଶୀଘ୍ର ଶୀଘ୍ର ଚଳାଇବାବାଲା (ହି. ଶ) — Taking or heaving swift gasps and breaths