ନାଡ଼ି ଶୋଧନ Nāṟḍ̠i ṡodhana

  • ସଂ. ବି. (ନାଡ଼ି+ଶୋଧନ) — ଯୋଗୀମାନଙ୍କର ଜଳ ଓ ବାୟୁଦ୍ୱାରା ଶରୀରସ୍ଥ ନାଡ଼ି ଓ ଅନ୍ତ୍ର ପରିଷ୍କାର କରିବା ପ୍ରକ୍ରିୟା — The practice of cleansing the veins and intestine practised by J̄ogis