ନାଡ଼ି ତରଙ୍ଗ Nāṟḍ̠i tarañga

  • ସଂ. ବି — (ବହୁବ୍ରୀହି) ହିଣ୍ଡିକ; ଫଳିତ ଜ୍ୟୋତିଷୀ (ହି. ଶ) — An astrologer (Apte)
  • ସଂ. ବି — କାକୋଳ (ହି. ଶବ୍ଦସାଗର) (ଦେଖ) — Kākoḻa (See)
  • ସଂ. ବି — ସ୍ତ୍ରୀର ଧର୍ଷକ ବ୍ୟକ୍ତି — A debaucher; a ravisher (Apte)