ନାଡ଼ି ଜଂଘ Nāṟḍ̠i jaṁgha

  • ସଂ. ବି (ବହୁବ୍ରୀହି; ନାଡ଼ି+ଜଂଘ) — କାକ; କୁଆ — Crow
  • ସଂ. ବି (ବହୁବ୍ରୀହି; ନାଡ଼ି+ଜଂଘ) — ବଗ — A kind of crane
  • ସଂ. ବି (ବହୁବ୍ରୀହି; ନାଡ଼ି+ଜଂଘ) — (ନାମ) ଏକ ମୁନିଙ୍କ ନାମ — Name of a sage
  • ସଂ. ବି (ବହୁବ୍ରୀହି; ନାଡ଼ି+ଜଂଘ) — [ଦ୍ର—ମହାଭାରତ ଅନୁସାରେ ଏ କଶ୍ୟପଙ୍କ ପୁତ୍ର, ବ୍ରହ୍ମାଙ୍କ ପ୍ରିୟପାତ୍ର ଓ ଦୀର୍ଘଜୀବୀ ଗୋଟିଏ ବକ ଥିଲେ—ହି. ଶବ୍ଦସାଗର।]